ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟକୁ ନେଇ ବୁଧବାର ଅପରାହ୍ନ ୪ ଘଣ୍ଟାରେ ଜରୁରୀ ସୂଚନା ଦେଲା ବିଦ୍ୟୁତ ବିଭାଗ | ସହରର ବିଦ୍ୟୁତ କାର୍ଯ୍ୟ ପାଇଁ ଆସନ୍ତା କାଲି ସକାଳ 9 ଘଣ୍ଟା ସମୟରୁ ଅପରାହ୍ନ 2 ପର୍ଯ୍ୟନ୍ତ ବରଗଡ଼ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହେବ | ଭାରତୀ ନଗର,ନିଗମାନନ୍ଦ ବିହାର,ଭଟଲି ଛକ,ଆଳୁ ଗୋଦାମ ଏରିଆ,ନୂଆପଡା,ଫାଣ୍ଡି ଏରିଆ,ଖଜୁର ଟିକ୍ରା, ବ୍ରହ୍ମ କୁମାରୀ ଲାଇନ,ଓ଼ଲ୍ଡ ଫିଉଜ କଲ୍,ବିଶି ପଡା,ପଠାନ ପଡା, କେଶବ ନଗର,ସହଁରା ପଡା,ନଦୀ ପଡା,ଲମ୍ବା ବିଲ୍ଡିଂ ଏରିଆ, ଯମୁନା ବିହାର,ଭଇନା ପଡା,ବେହେରା ଟିକ୍ରା,ତଳି ପଡ଼ା,PHD ପଡା,ବାଲି ଟିକ୍ରା