ବାରିପଦା ମ୍ୟୁନିସିପାଲଟି: ପ୍ରଫୁଲ୍ଲନଗରରେ ସର୍ବଭାରତୀୟ ଟି-ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟର ୩ୟ ଦିନ; କୋଲକାତା ଓ ସମ୍ବଲପୁର ବିଜୟୀ ହୋଇ ସେମିରେ ପ୍ରବେଶ
ବାରିପଦା ସ୍ଥିତ ପ୍ରଫୁଲ୍ଲନଗର ସ୍ଥିତ ଲେଟ କଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଟି - ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ୩ୟ ଦିନର ୧ମ ମ୍ୟାଚରେ କୋଲକାତାର ଏଲ ଆର ଏସ ଟିମ ୮ ଉଇକେଟରେ ବିଶାଖାପାଟନମର ଇଷ୍ଟ କୋଷ୍ଟ ରେଲୱେକୁ ପରାସ୍ତ କରିଥିଲା I ସେହିପରି ୨ୟ ମ୍ୟାଚରେ ଏମ ଏମ ସି ସି, ସମ୍ବଲପୁର ୬ ଉଇକେଟରେ ଖଡ଼ଗପୁର ସେର୍ସା କୁ ପରାସ୍ତ କରିଥିଲା I