ଝାରସୁଗୁଡାରେ ହାଡ଼ ଭଙ୍ଗା ଶୀତ l ପ୍ରବଳ ଜାଡ଼ରେ ଥରୁଛି ଝାରସୁଗୁଡା ଜିଲ୍ଲା l ପ୍ରବଳ ଥଣ୍ଡା କୁ ଦୃଷ୍ଟି ରେ ରଖି ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ l ଆଜି ସକାଳ ୮ ଟା ୩୦ ରୁ ଆସନ୍ତାକାଲି ସକାଳ ୮ ଟା ୩୦ ଯାଏଁ ଏହି ଇୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ l ଥଣ୍ଡା ପବନ ଏବଂ ପ୍ରବଳ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଝାରସୁଗୁଡା ରେ ଗତ କିଛିଦିନ ଧରି ଝାରସୁଗୁଡା ରେ ତାପମାତ୍ରା ୫ ରୁ ୬ ଡିଗ୍ରୀ ମଧ୍ୟରେ ରହୁଛି l ଫଳରେ ସନ୍ଧ୍ୟା ୭ ଟା ରୁ ସକାଳ ୯ ଟା ଯାଏଁ ଲୋକେ ଘରୁ ବାହାରୁ ନଥିବା ଦେଖିବାକୁ ମିଳିଛି l ଅତ୍ୟାବଶ୍ୟକ କାମରେ ଘ