ଜାନୁଆରୀ ୩୧ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଯଦୁପତି ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ଅବସରରେ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲାପାଳ ଅକ୍ଷୟ ପିଲ୍ଲେ, ସମ୍ମାନିତ ଅତିଥି ଭାବେ P.A, I.T.D.A., ସ୍ୱାଧୀପ ଟପ୍ପୋ, ଜିଲ୍ଲା ପରିଷଦ ସଭ୍ୟା ଶୁଶିଲା ନାୟକ, ଗୌରୀ ନର୍ସିଙ୍ଗ କଲେଜ ତଥା ସେଣ୍ଟ ଜାଭିଆର ପବ୍ଲିକ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକଟର ରାଜୁ ପୃସେଠ, ବିଦ୍ୟାଳୟର ସଭାପତି ଅସୀମ କୁମାର ମଲିକ, ଟେନସା T.R.B., ଆଇରନ ତଥା ଜିନ୍ଦଲ ଷ୍ଟିଲସ ମାଇନ୍ସ ମ୍ୟାନେଜର ଭରଦ୍ୱାଜ ରାଉତ, ମହୁଲପଡା ଥାନା ଅଧିକାରୀ ଶିବଶଙ୍କର ଆଲଦା ପ୍ରମୁଖ ଯୋଗ ଦେଇଥିବବେଳେ