ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ପାର୍କ ସାହିଠାରେ ଅଖିଳ ଭାରତ ଯୁବ ସଙ୍ଘର ଜିଲ୍ଲା ପରିଷଦ ବୈଠକ
ବ୍ରହ୍ମପୁର ପାର୍କ ସାହିଠାରେ ଅଖିଳ ଭାରତ ଯୁବ ସଙ୍ଘ(Aiyf)ର ଜିଲ୍ଲା ପରିଷଦ ବୈଠକ ପ୍ରଦୀପ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘଠନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି l