ଜି ଉଦୟଗିରି: ବାର ଦିନ ଧରି କଳିଙ୍ଗା ଘାଟି ରାସ୍ତା କାମ ସରୁ ନାହିଁ, ଯା ଦ୍ୱାରା କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ ଠପ ହୋଇଅଛି
ବାର ଦିନ ଧରି କଳିଙ୍ଗା ଘାଟି ରାସ୍ତା କାମ ସରୁ ନାହିଁ, ଯା ଦ୍ୱାରା କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ସମ୍ପୂର୍ଣ ଠପ ହୋଇଅଛି. ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ ପାଇଁ ଲୋକେ କଲେ ଦାବୀ.ପାହାଡ଼ ରୁ ପଥର ହଟାଇବା ପାଇଁ ଅଭିଯୋଗ କରିଛନ୍ତି.