ପୋଡିଆ: ପଡିଆ ଏସ୍ଏସଡି ହାଇସ୍କୁଲରୁ ଶହେ ମିଟର ଦୂରରେ ଦୁଇ ବାଇକ୍ ମୁହାମୁହିଁ, ଗୁରୁତର ଅବସ୍ଥାରେ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାଖଲ
Podia, Malkangiri | Aug 23, 2025
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାରେ ଥିବା ଏସଏସଡି ହାଇସ୍କୁଲ ଠାରୁ ପ୍ରାୟ ଏକ ଶହ ମିଟର ଦୂରରେ ଆଜି ସନ୍ଧ୍ୟା ସମୟରେ ଦୁଇ ବାଇକ୍...