ଅଲ୍ ଓଡିଶା ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଦ୍ୱିତୀୟ ଦିନ ଟିଟିଲାଗଡ଼ - ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ଲିଓ କ୍ଲବ ଦ୍ଵାରା ଆୟୋଜିତ ଅଲ୍ ଓଡିଶା ବ୍ୟାଡ ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ସନ୍ଧ୍ୟାରେ ୨୧ ଟି ମ୍ୟାଚ ଖେଳାଯାଇଛି । ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବୀ ଜୈନ,ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ନାଗରିକ ମଞ୍ଚର ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀ, ଟିଟିଲାଗଡ଼ ଓକିଲ ସଂଘର ସଭାପତି ଶ୍ରୀ ସଞ୍ଜୟ ବେହେରା, ଟିଟିଲାଗଡ଼ ବଣିକ ସଂଘ, ମହାବୀର ପଞ୍ଚାୟତି ଧର୍ମଶାଳାର ସଭାପତି ଶ୍ରୀ ଶମ୍ଭୁ ପ୍ରସାଦ ଗୋଏଲ, ସରପଞ୍ଚ ସଂଘ