କଣ୍ଟାମାଳ: ଲୋକାପଡା ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କଲେ ଇଞ୍ଜିନିୟର-ଇନ୍-ଚିଫ୍
ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କଲେ ଇଞ୍ଜିନିୟର-ଇନ୍-ଚିଫ୍ ଆଜି ଜଳ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ କଣ୍ଟାମାଲ ବ୍ଲକ ଶିମିଳି ପଦର ପଞ୍ଚାୟତ ଅନ୍ତର୍ଗତ ଲୋକାପଡା ଠାରେ ଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସହିତ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ସ୍ଥଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ, ଇଞ୍ଜିନିୟର-ଇନ୍-ଚିଫ୍ ବର୍ତ୍ତମାନର ଜଳ ଯୋଗାଣ ସ୍ଥିତି ସମୀକ୍ଷା କରିବା ସହ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେ କାର୍ଯ୍ୟନିର୍ବାହୀ ସଂସ୍ଥାକୁ ତୁରନ୍ତ ଅଧିକ ମାନବ ସମ୍ବଳ ଏବଂ ଯନ୍ତ୍ରପାତି ନିୟୋଜିତ କରିବାକୁ ନିର୍ଦ୍ଧେଶ ଦେଇଥିବା ସହ କ୍