ପଟ୍ଟାଙ୍ଗୀ: ରାଜପୁଟ ପଞ୍ଚାୟତରେ ଲଗାଣ ବର୍ଷାରେ ବେହାଲ ସ୍ଥିତି,ଚାଷ ଜମିରେ ମାଡିଗଲା ବାଲି,ଅଞ୍ଚଳ ପରିଦର୍ଶନ କରି ସହାୟତା ନିବେଦନ କଲେ ସରପଂଚ
Pottangi, Koraput | Aug 27, 2025
ଲଗାଣ ବର୍ଷାରେ ବେହାଲ ସ୍ଥିତି। ବର୍ଷା ଯୋଗୁଁ ନଷ୍ଟ ହୋଇଛି ବହୁ ଚାଷ ଜମି। ପାତ୍ରପୁଟ,ପୁଜାରୀପୁଟ,ରୋଷେଇପୁଟ,ମୁଖିବିଡ଼େଇ ରାଜୁବୁଡେଇ,ଚଲାଣପୁଟ...