ମଙ୍ଗଳବାର ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ଗଣ ମାଧ୍ୟମକୁ ଦେଇଥିବା ପ୍ରେସ୍ ନୋଟ୍ ଅନୁଯାୟୀ କଣ୍ଟାମାଳ ଥାନା ମାରଡୋଲ ଗ୍ରାମର ଗଞ୍ଜେଇ ମାଫିଆ ହୃଷିକେଶ ପାତ୍ରଙ୍କ ଘରେ ବୌଦ୍ଧ ପୋଲିସ ପକ୍ଷରୁ ଅର୍ଥ ନୈତିକ ଯାଞ୍ଚ କରାଯାଇଛି | ଉପଖଣ୍ଡ ପୋଲିସ ଅଧିକାରୀ ଲରେନ୍ ରାଉତରାୟଙ୍କ ନେତୃତ୍ବରେ ପୋଲିସର ଏକ ଟିମ୍ ଚଢାଉ କରି ବ୍ୟାପକ ସମ୍ପତ୍ତିର ଠାବ କରିଥିବା ପ୍ରେସ୍ ନୋଟ୍ ରେ ସୂଚନା ଦିଆ ଯାଇଛି |