ବାଲିଗୁଡା ଠାରେ ପ୍ଲାଷ୍ଟିକ ଓ ଜରି ପଲିଥୁନ ବର୍ଜନ ସଂପର୍କିତ ପଥପ୍ରାନ୍ତ ନାବିଶ୍ଵ ପରିବେଶ ସୁରକ୍ଷା ଅଭିଯାନ, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଦିନ 11ଘଣ୍ଟିକା ରେ ଅନୁଷ୍ଠିତ ହଇଥିବା ବେଳେ, ସୁନା ମୁତାବକ,ପାଇଁ ରାୟଗଡ଼ା ଜିଲ୍ଲା କଂସାରୀଗୁଡ଼ା ରେ ଅବସ୍ଥାପିତ ଆଦିତ୍ୟ ଆଲୁମିନା ରୀଫାଇନେରୀ କମ୍ପାନୀ ସୌଜନ୍ୟତା ଓ କାର୍ଯ୍ୟକାରୀ ସଂସ୍ଥା ମୁକ୍ତାଦେବୀ ଚାରିଟେବୁଲ୍ ଟ୍ରଷ୍ଟ ମାଙ୍କଡ ଖୋଲା ଆନୁକୂଲ୍ୟରେ କାଶିପୁର ବ୍ଳକ ର ବି ବିଭିନ୍ନ ଉ ଉପାନ୍ତ ଗାଁ ରେ ପରିବେଶ କୁ ପ୍ରଦୂଷଣ କରୁଥିବା ଜରି ପଲିଥୁନ୍ ଓ ପ୍ଲାଷ୍ଟିକ ବୋତଲ ବର୍ଜନ ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛ