ଜଳେଶ୍ବର: ଜଳେଶ୍ୱର ର ଦୁଇଟି ସ୍ଥାନରେ ଅବକାରୀ ବିଭାଗ ଏବଂ ଅବକାରୀ ସାଟେଲାଇଟ ୟୁନିଟ ଟିମ ପକ୍ଷରୁ ମିଳିତ ଚଢ଼ାଉ,ବ୍ରାଉନ୍ସଗାର ଜବତ, ୨ ବେପାରୀ ଗିରଫ
ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅବକାରୀ ବିଭାଗ ଏବଂ ଅବକାରୀ ସାଟେଲାଇଟ ୟୁନିଟ ଟିମ ପକ୍ଷରୁ ମିଳିତ ଭାବରେ ଦୁଇଟି ସ୍ଥାନରେ ଚଢାଉ କରି 325 ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ଦୁଇ ବେପାରୀ ଙ୍କୁ ଗିରଫ କରିଛନ୍ତି, ଜଳେଶ୍ଵର ଥାନା ଅନ୍ତର୍ଗତ ଆମ୍ବଳିଅଠା ବାଇପାସ୍ ନିକଟରେ ଅବକାରୀ ବିଭାଗ ଚଢାଉ କରି ଜଣେ ଯୁବକ କୁ ଗିରଫ କରିବା ସହିତ ତାଙ୍କ ନିକଟରୁ 110 ଗ୍ରାମର ବ୍ରାଉନ ସୁଗାର ଜବତ କରିଛି, ସେହିପରି 60 ନମ୍ବର ଜାତୀୟ ରାଜପଥ ର ଚାଲନ୍ତି ବାଇପାସ୍ ନିକଟରେ ଚଢ଼ାଉ କରି ଅନ୍ଯ ଜଣେ ଯୁବକଙ୍କ ଠାରୁ 215 ଗ୍ରାମର ବ୍ରାଉନ ସୁଗାର ଜବଦ କରିବା ସ