ଭଞ୍ଜନଗର: ବୁଦୁଲି ନିକଟରୁ ୩ ବସ୍ତା ଗଞ୍ଜେଇ ସହ କାର ଜବତ,୨ ଗିରଫ।
କନ୍ଧମାଳ ରୁ ପୁରୀକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅବକାରୀ ବିଭାଗ ବୁଦୁଲି ନିକଟରୁ ଏକ କାର୍ ସହ ୬୦ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଅବକାରୀ ବିଭାଗ ଦୁଇ ଜଣଙ୍କୁ ଗିରଫ କରି ଆଜି ସନ୍ଧ୍ୟା ୬ଟା ବେଳେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋଲି ବୋଲି ଜଣାପଡିଛି। ସୂଚନା ମୁତାବକ, ଆଜି ସକାଳୁ ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ଭଞ୍ଜନଗର ଫୁଲବାଣୀ ରାସ୍ତାରେ ପେଟ୍ରୋଲିଂ କରାଯାଉଥିବା ବେଳେ ବୁଦୁଲି ନିକଟରେ ଏକ କାର ଅବକାରୀ ଟିମ୍