ଜିଲ୍ଲା କଂଗ୍ରେସ କମିଟି, କେନ୍ଦୁଝର ପକ୍ଷରୁ ପିସିସି ସଭାପତି ଓ କଂଗ୍ରେସ ଦଳ ବିରୋଧରେ କୁତ୍ସାରଟନା କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଆଜି ସନ୍ଧ୍ୟା ପାଞ୍ଚଟା ବେଳେ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହିତ ସାଇବର ଥାନାରେ ଏତଲା ଦିଆ ଯାଇଛି। ଏଥିରେ ଜିଲ୍ଲା କଂଗ୍ରେସ ର ବରିଷ୍ଠ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ।