ମୂଳ ଆସାମୀକୁ ବଞ୍ଚାଇବାକୁ ଯାଇ ନୂଆ ଆସାମୀ ସବୁ ତିଆରି କରିଛନ୍ତି । ପୁଲିସ ବର୍ଦ୍ଦି ପିନ୍ଧିଥିବା ଏସ୍ପି ଆଜି ପଲିଟିକାଲ୍ ଭାଷା କହିଲେ ।ପୀତବାସଙ୍କ ହତ୍ୟା ଘଟଣାରେ ବିଜେଡି ଜିଲ୍ଲା ସଭାପତିଙ୍କ ଗିରଫକୁ ନେଇ ଶାସକ ବିଜେପି ଉପରେ ବର୍ଷିଲେ ବିଜେଡି ନେତା ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର।ବୁଧବାର ସଂଧ୍ୟାରେ ଭୁବନେଶ୍ବର ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।