ରେଢାଖୋଲ: ପଣ୍ଡକିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ର ଙ୍କ ସହ ଆଲୋଚନା କଲେ ବିଧାୟକ
ପଣ୍ଡକିମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅବିଭାବକ ଓ ଶିକ୍ଷକ ଶିକ୍ଷୟିତ୍ର ଙ୍କ ସହ ଆଲୋଚନା କଲେ ବିଧାୟକରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ଯ କଦଳୀଗଡ ପିଏମ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବରେ ଯୋଗଦେଇ ଫେରୁଥିବା ବେଳେ ପଣ୍ଡକିମାଳ ଗ୍ରାମବାସୀଙ୍କ ଅନୁରୋଧ ମୁତାବକ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ।ତାଙ୍କ ସହ ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ଗୋଷ୍ଠୀ ଶିକ୍ଷାଧିକାରୀ ରଞିତ ଭୋଇ ଥିଲେ।ସେଠାରେ ଗ୍ରାମବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ବିଦ୍ୟାଳୟର ବିଭିନ୍ନ ସମସ୍ଯା ସମ୍ବନ୍ଧରେ ପଚାରି ବୁଝିଥିଲେ