ଅନୁଗୋଳ: ଅଗଷ୍ଟ ୧୫ କୁ ନେଇ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ, ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ
Anugul, Angul | Jul 30, 2025
ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବୁଧବାର ସଂଧ୍ୟା ଛଅଟା ବେଳେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...