ଗଞ୍ଜାମ ଜିଲ୍ଲା ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ମୁଣ୍ଡମରାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ 2021 ମସିହାରୁ ଚାରି ବର୍ଷ ଧରି କାର୍ଯ୍ୟରତ ଫାରମାସିଷ୍ଟ କେଦାର ନାଥ ଆଚାର୍ଯ୍ୟ ଙ୍କୁ ବ୍ରହ୍ମପୁର ନଗର ଚିକିତ୍ସାଳୟ କୁ ବଦଳି ହୋଇଛି l ବଳଦୀ ପରେ ଆଜି ମୁଣ୍ଡମରାଇ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ଏକ ବିଦାୟ କାଳୀନ ସଭାରେ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।