ଗୋପାଳପୁର: ଆସନ୍ତା ୨୭ ରେ ଗଞ୍ଜାମ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗୋଳନ୍ଥରା ଠାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ
Gopalpur, Ganjam | Sep 13, 2025
ଗଞ୍ଜାମରେ ବଡ଼ ସମାବେଶ କରିବେ ମୋଦି।ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗଞ୍ଜାମରେ ବଡ଼ ସମାବେଶ କରିବେ।ଆସନ୍ତା ୨୭...