ଉଲୁଣ୍ଡା ଥାନା ଅନ୍ତର୍ଗତ ତେଲେଣ୍ଡା ଖେଲପଡିଆ ଠାରେ ବ୍ଲକ୍ ସ୍ତରୀୟ ସ୍ତରୀୟ ମାଁ ରାମଚଣ୍ଡୀ କ୍ରିକେଟ ତୁର୍ନାମେଣ୍ଟ ଆଜି ଉଦ୍ଯାପି ହୋଇଯାଇଛି ll ପ୍ରଥମ ସମୀରେ ରୁଗୁଡ଼ିପାଲିକୁ ହରାଇ କବାଡତଲାଇ ଏବଂ ଦ୍ଵିତୀୟ ସେମୀରେ ଟିକୁଡ଼ାକୁ ହରାଇ ଦଶରାଜପୂର ଦଳ ଫାଇନାଲରେ ପ୍ରବେଶ କରିଥିଲେ l ଫାଇନାଲ ଖେଳରେ କବାଡି ତଲାଈ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ 8 ଓଭରରେ 6 ଉଇକେଟ ହରାଇ 76 ରନ କରିଥିଲା l ଏହାର ଜବାବରେ ଦଶରଜପୂର୍ ଦଳ 6 ଓଭରରେ 3 ଉଇକେଟ ହରାଇ ଆବଶ୍ୟକ।ରନ କରି ଚାମ୍ପିଅନ ହୋଇଥିଲା l ଖେଳକୁ ଶ୍ରୀକାନ୍ତ ମିଶ୍ର ଏବଂ ବିକାସ ରଞ୍ଜନ ମିଶ୍ର ପରିଚାଳନା କରିଥିଲେ l କୃଷ୍ଣ ଚନ୍ଦ