ଆର୍ଥିକ ଅନାଟନ ରେ ଦିନ କାଟୁଥିବା ପରିବାର ମୁଠାଏ ଖାଇବାକୁ ସଂଘର୍ଷ କରୁଥିବା ବେଳେ ପରବାର କେହି କର୍କଟ ରୋଗରେ ପୀଡିତ ହେଲେ ଜୀବନ ଦୁର୍ବିସହ ହୋଇପଡେ। କଣ କରିବେ କିଛି ଉପାୟ ନପାଇ ଉପରବାଲା ଙ୍କ ହାତରେ ଛାଡି ଦେଇ ଥାନ୍ତି। ସେମିତି ଏକ ପରିବାର ହେଉଛି କନ୍ଧମାଳ ଜିଲ୍ଲାର ଜି .ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତର ନିଲୁଙ୍ଗିଆ ଗ୍ରାମର ଏସୀୟ ନାୟକ .ସରକାର କିମ୍ଵା ସହୃଦୟ ବ୍ୟକ୍ତି ସାହାର୍ଯ୍ୟ ପାଇଁ ଦାବୀ କଲେ ସ୍ଥାନୀୟ ଲୋକେ