ନର୍ଲା: ନର୍ଲା ଥାନା ଅଞ୍ଚଳର ଜଣେ ଯୁବକ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା ଆଜି ଥାନାରେ ଅଭିଯୋଗ
ଗତ ଶୁକ୍ରବାର ଦିନ ରାତ୍ର ପ୍ରାୟ ସାତ ଘଣ୍ଟା ସମୟରେ ନର୍କା ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଠାରେ ଜଣେ ଯୁବକ ଙ୍କ ମୋବାଇଲ୍ ଫୋନ୍ ହଜିଯାଇଥିବା ଘଟଣା କୁ ନେଇ ଆଜି ଶନିବାର ଦିନ ରାତ୍ର ଆଠ ଘଣ୍ଟା ସମୟରେ ଯୁବକ ଜଣକ ଥାନାରେ ଅଭିଯୋଗ କରିଛନ୍ତି