ବରଗଡ: ପ୍ରଜାପିତା ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ପକ୍ଷରୁ ବରପାଲି ଆଶ୍ରମ ଠାରେ ଅନୁଷ୍ଠିତ ହେଲା ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
Bargarh, Bargarh (Baragarh) | Aug 24, 2025
ପ୍ରଜାପିତା ବ୍ରହ୍ମ କୁମାରୀ ଓ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ,୩୨ ୟୁନିଟ ରକ୍ତ ସଂଗୃହୀତ | ରାଜ ଯୋଗିନୀ ଦାଦି ଓ ପ୍ରକାଶ...