ଜୟପୁର: ଜୟପୁର ଦଶହରା ମହୋତ୍ସବରେ ଅବସରରେ ରାଜା ନଗର ଠାରେ ସାଂସ୍କୁତିକ କାଯ୍ୟକ୍ରମ, ନାଚିଲେ ବିଧାୟକ
ଜୟପୁର ଦଶହରା ମହୋତ୍ସବରେ ଅବସରରେ ରାଜା ନଗର ଠାରେ ସାଂସ୍କୁତିକ କାଯ୍ୟକ୍ରମ ଆଜି ରାତ୍ର ୮ଠାରେ ଅନୁଷ୍ଟିତ ହୋଇଛି । ଏଠାରେ ମହୋତ୍ସବ କମିଟିର ସଭାପତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗ ଦେଇ ଉଦଘାଟନ କରିଥିଲେ । ବିଧାୟକ ବାହିନିପତି ଓ ତାଙ୍କ ସ୍ତ୍ରୀ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ମିନାକ୍ଷୀ ବାହିନିପତି ନାଚିଥିଲେ । ହଜ।।ର ହଜାର ଦର୍ଶକ ଉପସ୍ଥିତ ରହି କାଯ୍ୟକ୍ରମକୁ ଉପଭୋଗ କରୁଥିବା ବେଳେ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।