ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର , ବୁଧବାର କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପରିସରରେ ବିମଭୋଇ ଭିନ୍ନକ୍ଷମ ଦିନ 11ଘଣ୍ଟିକା ରୁ ଆରମ୍ଭ ହଇ ଅପରାହ୍ନ 3ଘଣ୍ଟିକା ରେ ଶେଷ ହଇଛି, ଏହି ସାମର୍ଥ୍ୟ ଶିବିରଟି ବ୍ଲକ ର ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସେଠି ଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଫିରିଙ୍ଗିଆ ବ୍ଲକ ଅଧ୍ୟାକ୍ଷା ନମିତା କହଁର ଉପସ୍ଥିତ ରହି ଅନୁଷ୍ଠାନିକ ଭାବରେ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ଫିରିଙ୍ଗିଆ ବ୍ଲକ ସାମାଜିଜ ସୁରକ୍ଷା ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅ