ରାୟଗଡା: ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଙ୍କ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହିତ ବିଭିନ୍ନ କ୍ରୀଡା ଆନୁଷଙ୍ଗିକ ବିଷୟରେ ଆଲୋଚନା
ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଙ୍କ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କ ସହିତ ବିଭିନ୍ନ କ୍ରୀଡା ଆନୁଷଙ୍ଗିକ ବିଷୟରେ ଆଲୋଚନା ହୋଇଅଛି ଏହି ସମୟରେ ଅନେକ ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହିଥିଲେ