ଉଦଳା ବ୍ଲକ ଡ଼ିହିରାକୁଳ ଠାରେ ବୁଧବାର ଦିନ ପ୍ରାୟ ୨ ଟାରେ ବୁଣାକାର ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଵା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ତେବେ ଏଥିରେ ବାରିପଦା ସମବାୟ ଉପ ନିର୍ଦେଶକ ଶ୍ରୀକାନ୍ତ ନାୟକ ଓ ବୁଣାକାର ଲିପିକା ପୃଷ୍ଟି ପ୍ରତିକ୍ରିୟା ଦେଇଛନ୍ତି।