ଗାନ୍ଧି ଷ୍ଟେଡିଅମରେ ଆୟୋଜିତ ଓଡ଼ିଶା ବନାମ କର୍ଣ୍ଣାଟକ ଅଣ୍ଡର ନାଇଁନ ଟିନ୍ କୁଚ ବିହାର ଟ୍ରଫି ମ୍ୟାଚ୍ ରେ ପ୍ରଥମ ଇନୀଙ୍ଗସ୍ ୧୫୯ ଓଡ଼ିଶା ଅଲ୍ ଆଉଟ୍।କର୍ଣ୍ଣାଟକ ପ୍ରଥମ ଦିନ ଅପରାହ୍ନ ରୁ ପ୍ରଥମ ଇନୀଙ୍ଗସ୍ ଦ୍ୱିତୀୟ ଦିନରୁ ଖେଳ ଆରମ୍ଭ କରି ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୪୧୨ରନ କରିଛି। ଗୋଟେ ସେଚୁରୀ, ଗୋଟେ ଦ୍ୱିଶତକ, ଗୋଟେ ଅର୍ଦ୍ଧ ଶତକ ଖେଳି ଖେଳ ଜାରି ରହିଛି।ଆସନ୍ତା କାଲି ତୃତୀୟ ଦିବସ ମଧ୍ୟ କର୍ଣ୍ଣାଟକ ବ୍ୟାଟିଙ୍ଗ ଜାରି ରହିବ ବୋଲି ଆଜି ସାନ୍ଧ୍ୟ 5ଟା ୩୦ମିନିଟ୍ ସମୟରେ ସୂଚନା ଦିଆ ଯାଇଚି