ପାଲଲହଡା: ତାଳଚେର ଜାତୀୟ ରାଜପଥ ନିର୍ମାଣ ନେଇ ସଚେତନ ନାଗରିକ ତରଫରୁ ଅର୍ଥନୈତିକ ଅବରୋଧ ୭ମ ଦିନରେ ମହେଶ ସାହୁଙ୍କ ପ୍ରତିକ୍ରିୟା ପ୍ରତିକ୍ରିୟା
ତାଳଚେର ସଚେତନ ନାଗରିକ ମଞ୍ଚ ତରଫରୁ ତାଳଚେରର ଗୋଡିବନ୍ଧ ଠାରୁ ବନରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ତୁରନ୍ତ ନିର୍ମାଣ ନେଇ ଶନିବାର ସକାଳ ୧୧ ଘଟିକା ସମୟରେ ଅର୍ଥନୈତିକ ଅବରୋଧର ୭ମ ଦିନରେ ପ୍ରାକ୍ତନ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପ୍ରତିକ୍ରିୟା ।