ସିମୁଳିଆ: କୁରୁଣ୍ଟା ପଞ୍ଚାୟତ କାର୍ଯ୍ୟଳୟ ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସପ୍ତାହ ବ୍ୟାପି ସଚେତନତା ଶିବିର ଅନୁଷ୍ଠିତ l ଖଇରା ବ୍ଲକ କୁରୁଣ୍ଟା ପଂଚାୟତ କାର୍ଯ୍ୟଳୟ ରେ ସରପଞ୍ଚ ରଘୁନାଥ ଜେନା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଚେତନତା ଶିବିର ରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ ଏସପି ଙ୍କ ନିର୍ଦେଶ ରେ ଡ଼ିଏସପି ଙ୍କ ନେତୃତ୍ୱ ରେ ଗତକାଲି ଠାରୁ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଆଜି କୁରୁଣ୍ଟା ଠାରେ କାର୍ଯ୍ୟକ୍ରମ ଦୁର୍ନୀତି କରୁଥିବା ବ୍ୟକ୍ତି କେଉଁ ଭଳି ରୋକାଯାଇପାରିବ l ସେ ବିଷୟରେ ଭିଜିଲାନ୍ସ ଅଧକାରୀଣି ସୂଚନା ଦେଇଥିଲେ l