Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଖଲ୍ଲିକୋଟ୍: କେଶପୁର ରେ ପାରିବାରିକ କଳହ କୁ କେନ୍ଦ୍ର କରି ଝଗଡା; ଶଳା ର ଓଠ କୁ କାମୁଡି ଦେଲା ଜ୍ବାଇଁ, ଅଭିଯୋଗ ପରେ ଶଳା ଓ ଜ୍ବାଇଁ ଗିରଫ

Khalikote, Ganjam | Sep 17, 2025
କେଶପୁର ରେ ପାରିବାରିକ କଳହ କୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ଝଗଡା ଲାଗିଥିଲା। ସେଥିରେ ପ୍ରତିବାଦ କରିବାରୁ ଶଳା ର ଓଠ କୁ କାମୁଡି ଖଣ୍ଡିଆ କରିଦେଇଛି ଜ୍ୱାଇଁ। ପରସ୍ପର ଗତ ସୋମବାର ଦିନ ଖଲ୍ଲିକୋଟ ଥାନା ରେ ଅଭିଯୋଗ କରିବା ପରେ ଗତକାଲି ଅପରାହ୍ନ ୨ ଟାରେ ସମୟରେ ଉଭୟ ପଥରା ଗ୍ରାମର ଶଳା ଜଗନ୍ନାଥ ବେହେରା ଓ କେଶପୁର ଗ୍ରାମର ଭିଣୋଇ ହେମନ୍ତ ଅଧିକାରୀଙ୍କୁ ଗିରଫ କରି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଆଜି ଦିନ ୧୧ ଟା ସମୟରେ ସୂଚନା ପ୍ରଦାନ କରିଛନ୍ତି ।

MORE NEWS