ଶଙ୍କରାଖଲ ବିଜ୍ର ରେ ବାଇକ ଦୁର୍ଘଟଣା ଚାଳକ ଗୁରୁତର, ଏହି ଘଟଣା ଟି ଗୁରବାର ଆପରାହ୍ନ 4ଘଣ୍ଟିକା ରେ ଘଟିଛି, ସୁଚନା ମୁତାବକ ଶଙ୍କରାଖଲ ଆଡେ ଯାଉଥିବା ସମୟରେ ବାଇକ ଟି ଦ୍ରୁତ ଗତିରେ ଯାଉଥିବା ହେତୁ ଭାରସାମ୍ୟ ହରାଇବା ବ୍ରୀଜ ରେ ଦୁର୍ଘଟଣା ହଇ ତଳକୁ ଖସି ପଡିଥୀଏ, ପରେସ୍ଥାନିୟ ବାସିନ୍ଦା 108କୁ ଫନ କରି ଫୁଲବାଣୀ କୁ ପଠାଇଛନ୍ତି, ତେବେ ଚାଳକ ଜଣକ ପରିଚୟ ମିଳିପାରିନି