Public App Logo
Jansamasya
Sambalpur
Cyclone
���ादी
Crimenews
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
Fire
Live
Jhansi
Yogiadityanath
Rain
Trending
���िवाद
���ोगी_आदित्यनाथ
Sonunigam
Arvindkejriwal
Jajpur
Rajasthannews
���ोधपुर
Rahul
Indianews
���ंगाल
New_delhi
No video available

କେନ୍ଦୁଝର ସହର: ନୂଆପଡ଼ା ପତିତପାବନ ମନ୍ଦିରରେ ବରଯାତ୍ରୀଙ୍କୁ ମହୁମାଛିଙ୍କ ଆକ୍ରମଣ; ୨ଗୁରୁତର, ଅଳ୍ପକେ ବର୍ତ୍ତିଲେ ବରକନ୍ୟା

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଳକ୍ ସ୍ଥିତ ନୂଆପଡ଼ା ପତିତପାବନ ମନ୍ଦିରରେ ଚାଲିଥିଲା ବାହାଘର । ଅଳ୍ପ ସମୟ ପରେ ବରକନ୍ଯା ବେଦୀରେ ବସିଥାନ୍ତେ, ହେଲେ ଦିବା ପ୍ରାୟ ସାଢେ଼ ଗୋଟେ ସମୟରେ ମନ୍ଦିର ପରିସରେ ବସାବାନ୍ଧି ଥିବା ମହୁଫେଣାରୁ ହଠାତ ହଜାର ହଜାର ସଂଖ୍ଯାରେ ମହୂମାଛି ବାହାରି ଅତର୍କିତ ଭାବେ ଲୋକଙ୍କୁ ଆକ୍ରମଣ କରିଥିଲେ । ମହୂମାଛିଙ୍କ ଆକ୍ରମଣରେ କ୍ୟାମେରା ମ୍ୟାନ ଓ ଜଣେ ଶିଶୁ ଗୁରୁତର ହୋଇଥିବା ଜଣାଯାଇଛି ।