ବୀରମହାରାଜପୁର: ମୁଣ୍ଡୋଘାଟ ଠାରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା କାର୍ଯ୍ୟକ୍ରମ, ଯୋଗଦେଲେ ଅତିରିକ୍ତ ଜିଲ୍ଲାପାଲ
Biramaharajpur, Subarnapur (Sonepur) | Aug 22, 2025
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟଠାରେ ଆଜି ପୂର୍ବାହ୍ନ ପ୍ରାୟ 11ଟା ସମୟରେ ସାପ କାମୁଡା ଜନିତ ମୃତ୍ୟୁ ହ୍ରାସ ନିମିତ୍ତ ସଚେତନତା...