📍ଲୋଇସିଂହା ଷ୍ଟାଡିୟମ – ସ୍କ୍ରିପ୍ଟ (୩୫–୪୫ ସେକେଣ୍ଡ) ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ “ଲୋଇସିଂହା କପ ଫୁଟବଲ ଟୁର୍ଣାମେଣ୍ଟ” ର ଦ୍ୱିତୀୟ ମ୍ୟାଚରେ ବୌଦ୍ଧ ଏକାଦଶ ଲୋଇସିଂହାକୁ ୧-୦ ଗୋଲରେ ପରାଜିତ କରି ସେମି ଫାଇନାଲକୁ ପ୍ରବେଶ କରିଛି । ମ୍ୟାଚ୍ କମିଶନର ସୁଦୟ ବାରିକଙ୍କ ତତ୍ୱାବଧାନରେ ସନ୍ଦୀପ ତରିଆ, କରୁଣାକର ପଧାନ, ସଞ୍ଜୀବ ସାହୁ ଓ ସୁରେଶ ନାଏକ ମ୍ୟାଚ୍ ପରିଚାଳନା କରିଥିଲେ । ସମୀର ପ୍ରଧାନଙ୍କୁ “ପ୍ଲେୟାର ଅଫ୍ ଦି ମ୍ୟାଚ୍” ଘୋଷଣା କରାଯାଇଛି ।