ପୋଲସରା: ସ୍ଥାନୀୟ ପାଟିଗଡ଼ ରୋଡ଼ ନିକଟରେ ଥିବା ମା ରତନୀ ଅଟୋ ଚାଳକ ସଂଘ କାର୍ଯ୍ୟାଳୟ ପରିସରରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର l
Polasara, Ganjam | May 24, 2025
ଗଞ୍ଜାମ ଜିଲ୍ଲାର ପୋଲସରା ସହର ନିକଟ ପାଟିଗଡ଼ ରୋଡ଼ ନିକଟରେ ଥିବା ମା ରତନୀ ଅଟୋ ଚାଳକ ସଂଘ କାର୍ଯ୍ୟାଳୟ ଗୃହ ପରିସରରେ ଶନିବାର ଦିନ ୧୧ ଘଣ୍ଟା...