ଛତ୍ରପୁର: ବ୍ରହ୍ମପୁର MKCG ମେଡିକାଲ କଲେଜର ବାର୍ଷିକ ଉତ୍ସବ, ଯୋଗଦେଲେ ବିଜେଡି ଜିଲ୍ଲା ସଭାପତି
ବ୍ରହ୍ମପୁର ସ୍ଥିତ MKCG ମେଡିକାଲ କଲେଜ DMLT ଏବଂ DMRT ବିଭାଗ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ସଂଧ୍ୟାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଶୁଭାରମ୍ଭ କରିଛନ୍ତି।