ବାରିପଦା ମ୍ୟୁନିସିପାଲଟି: ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲ କାଟି ବେଆଇନ ରାସ୍ତା ନିର୍ମାଣକୁ ବିରୋଧ କଲା ଭଞ୍ଜସେନା; DFO ଅଫିସ ଘେରାଉ ନେଇ ଚେତାବନି
Baripada M, Mayurbhanj | Sep 10, 2025
ମୟୁରଭଞ୍ଜ ଜିଲ୍ଲା ବାରିପଦା ବ୍ଲକ ଅନ୍ତର୍ଗତ ଭାଗବତଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ତସରୋଳା ମୌଜା ଅଧୀନସ୍ଥ ଏକ ଜଙ୍ଗଲ ରୁ ବେଆଇନ ଭାବେ ବହୁ ଗଛ...