ଭୀମଭୋଇ ଲୋକ ମହୋତ୍ସବ ଉପଲକ୍ଷେ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର ରେଢ଼ାଖୋଲ ଉପଖଣ୍ଡ ପ୍ରଶାସନ ତରଫରୁ ଭୀମଭୋଇ ଲୋକ ମହୋତ୍ସବ ଉପଲକ୍ଷେ ସୋମବାର କଦଳୀ ଗଡ଼ ସ୍ଥିତ ଅର୍ଜୁନ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପିକା ବିସ୍ମିତା ମହାକୁଡ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ଙ୍କ ଗହଣରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶରତ ପ୍ରଧାନ ଯୋଗଦେଇ ଅଭିଭାଷଣ ରେ ସାଂପ୍ରତିକ ସମାଜ ରେ ବିଲୁପ୍ତ ପ୍ରାୟ ଲୋକ କଥା, ଲୋକ କଳା ଏବଂ ଲୋକ ସସ୍କୃତି କୁ ବଞ୍ଚେଇ ରଖିବା ପାଇଁ ଉପଖଣ୍ଡ ପ୍ରଶା