ବୀରମହାରାଜପୁର: ଧର୍ମଶାଳା ଛକରୁ କାର ସହ 15କେଜି ଗଂଜେଇ ଜବତ, ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ
Biramaharajpur, Subarnapur (Sonepur) | Sep 1, 2025
ବିରହରାଜପୁର ଥାନା ଅନ୍ତର୍ଗତ ଧର୍ମଶାଳା ଛକରୁ କାର ସହ ଗଂଜେଇ ଜବତ କରି ଦୁଇ ଜଣ ଅଭିଯୁକ୍ତକୁ ଗିରଫ kari କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ l...