ମିନି ଷ୍ଟାଡିୟମରେ ୨୪ ତମ ଭୀମଭୋଇ ଚ୍ୟାଲେଞ୍ଜ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଉଦ୍ଯାପିତ , ଦେବଗଡ ପ୍ରଧାନପାଟ କ୍ଲବ ଚମ୍ପିୟାନ ସ୍ଥାନୀୟ ମିନିଷ୍ଟାଡିଅମ ଠାରେ ରେଢ଼ାଖୋଇ କ୍ରୀଡା ସଂଘ ପକ୍ଷରୁ ୨୪ତମ ଭୀମଭୋଇ ଚ୍ୟାଲେଞ୍ଜ ଟ୍ରଫି ଫୁଟବଲ ଟୁର୍ଗାମେଣ୍ଟ ରବିବାର ଉଦ୍ଯାପିତ ହୋଇଛି। ଟୁର୍ଗାମେଣ୍ଟରେ ଦେବଗଡ଼ ପ୍ରଧାନପାଟ କ୍ଲବ ଆୟୋଜକ ରେଢ଼ାଖୋଲ ଆଥଲେଟିକ ଆସୋସିଏସନ କୁ ୪/୨ ଗୋଲରେ ହରାଇ ଚଂପିଆନ ହୋଇଛି। ଫାଇନାଲ ମ୍ୟାଚଟି ରେଢ଼ାଖୋଇ ଆଥଲେଟିକ ଆସୋସିଏସନ ସହିତ ଦେବଗତ ପ୍ରଧାନପାଟ ବ୍ଲକ ମଧ୍ୟରେ ଅନୁଷ୍ଠିତ ହୋଇଥିଲ l