କଟକ ପୌରାଞ୍ଚଳ: ଅରିଲୋ ପଞ୍ଚାୟତ ରାମ କୁମାରପୁର ଗ୍ରାମର ଇନ୍ଦ୍ରମଣି ବେହେରାଙ୍କ ଚାଳ ଘର ରବିବାର ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି।
Cuttack M Corp PS, Cuttack | Aug 24, 2025
ଅରିଲୋ ପଞ୍ଚାୟତ ରାମ କୁମାରପୁର ଗ୍ରାମର ଇନ୍ଦ୍ରମଣି ବେହେରାଙ୍କ ଚାଳ ଘର ରବିବାର ଦିନ ୫ଟାରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଘରେ...