ନର୍ଲା: ମୋହନ ସରକାର ନର୍ଲା କୁ NAC ଘୋଷଣା
ନର୍ଲା ବିକାଶ ମଞ୍ଚ ଓ ନର୍ଲା ବ୍ଲକ୍ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ
Narala, Kalahandi | Sep 1, 2025
ଗତ ରବିବାର ଦିନ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ନର୍ଲା କୁ NAC ମାନ୍ୟତା ପ୍ରଦାନ କରିଥିଲେ ଏ ନେଇ ଗତ...