ପୁରୀ ମ୍ୟୁନିସିପାଲଟି: ବ୍ରହ୍ମଗିରି ପାଲି ୟୁପି ସ୍କୁଲ ନିକଟରୁ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି 162ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ପୁଲିସ l
Puri M, Puri | Sep 9, 2025
ଅଭିଯୁକ୍ତ ବ୍ରାଉନ ସୁଗାର ବେପାରୀ ବ୍ରହ୍ମଗିରି ଅଞ୍ଚଳର ମୁକେଶ ବରାଳ ବୋଲି ଜଣାଯାଇଛି l ଅଭିଯୁକ୍ତ ଠାରୁ ଅବକାରୀ ପୋଲିସ ୧୬୨ ଗ୍ରାମ ବ୍ରାଉନ...