ରେଢାଖୋଲ: କାଳିନ୍ଦର ଠାରେ ରାଧାକୃଷ୍ଣ ଜୀଉଙ୍କ ୩୯ ତମ ଶରତୋତ୍ସବ ଆରମ୍ଭ
କାଳିନ୍ଦର ଠାରେ ରାଧାକୃଷ୍ଣ ଜୀଉଙ୍କ ୩୯ ତମ ଶରତୋତ୍ସବ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୦୯ କଳିନ୍ଦର ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ଆଜି ଠାରୁ ରାଧାକୃଷ୍ଣ ଜୀଉଙ୍କ ୩୯ ତମ ଶରତୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଶନିବାର ଅପରାହ୍ନରେ କଲାସ ଯାତ୍ରା ହୋଇଥିଲା। ଏହି ଉତ୍ସବରେ ମନ୍ଦିରରେ ପାଞ୍ଚ ଦିନ ଧରି ବିଦ୍ଧବିଦ୍ଧ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋମଯଜ୍ଞ ହେବ। ଏଥିରେ କର୍ତ୍ତା ସ୍ବଧ୍ୟୀନୀ ସାହୁ ତାଙ୍କ ଧର୍ମ ରିଚି ସାହୁ ନିର୍ବାହ କରିଥିବା ବେଳେ ପୂଜକ ଭାବରେ ରୁଦର ନନ୍ଦ ପୂଜା କାର୍ଯ୍ୟ ତୁଲାଇଥିଲେ