ବାରିପଦା ମ୍ୟୁନିସିପାଲଟି: ଏଆଇ କ୍ୟାମେରା ଧରାଇଲା ବଡ଼ଖମଣ ଗ୍ରାମର ଶିକାରୀ; ଦେଶୀ ବନ୍ଧୁକ ସମେତ ଗୋଲା ବାରୁଦ ଜବତ
Baripada M, Mayurbhanj | Aug 23, 2025
ଉଦଳା ଥାନା ଅନ୍ତର୍ଗତ ବଡ଼ଖମଣ ଗ୍ରାମର ୩୨ ବର୍ଷୀୟା ବଳିଆ ସିଂ। ତାଙ୍କ ପାଖରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ ଓ...