ନୂଆପଡା: ଆମାନାରାରେ ବିଡ଼ିଓ, ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କ ଉପସ୍ଥିତରେ ଯନ୍ତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
Nuapada, Nuapada | Jul 13, 2025
ଆଜି ସଦର ବ୍ଲକର ଆମାନାରାରେ ଯନ୍ତ୍ରୀ ଧନଞ୍ଜୟ କାଲୋଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଧନଞ୍ଜୟ କାଲୋ ନୂଆପଡ଼ା ବ୍ଳକରେ...