ସୋନପୁର: ତରଭାରେ ଗ୍ରାମ ପଂଚାୟତ କୋର ଗ୍ରୁପ ପକ୍ଷରୁ ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ ଶହ ବୈଠକ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ 4 ଘଣ୍ଟା ପର୍ଯ୍ୟନ୍ତ ଗ୍ରାମ ପଂଚାୟତ କୋର ଗ୍ରୁପ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିଵା ଶହ ତରଭା ଏନ ଏ ସି ସଭାଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦି ହଙ୍ଗର ପ୍ରୋଜେକ୍ଟ ତାଲିମ ପ୍ରଶିକ୍ଷକ ଜିତେନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ରଖି ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ,କାର୍ଯ୍ୟକ୍ରମ ସଂଯୋଜକ ଗୁଣନିଧି ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋଚନା କରିଥିଲେ l ଏ