ବରଗଡ: ଲେବିଡି ଉଚ୍ଚ ବିଦ୍ୟାଳୟରେ ଗ୍ରାମବାସୀ ଓ ନିଷ୍ଠା ପରିବାରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର
Bargarh, Bargarh (Baragarh) | Aug 10, 2025
ରବିବାର ଦିବା 11 ଘଣ୍ଟା ସମୟରେ ଲେବିଡି ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୬୬ ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି | ବରଗଡ଼ ଜିଲ୍ଲା...